ବାରବାଟୀ ଆସ
ଆଜି କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଚଳିତ ବର୍ଷର ଶେଷ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ । ଏହି ଐତିହାସିକ ମଇଦାନରେ ପରସ୍ପରକୁ ଭେଟିବେ ଭାରତ ଓ ୱେଷ୍ଟ ଇଣ୍ଡିଜ । ଭାରତର ନଜର ସିରିଜ ଉପରେ ଥିବାବେଳେ ୱେଷ୍ଟ ଇଣ୍ଡିଜ ମ୍ୟାଚ୍ ଜିତି ରେକର୍ଡ ଲକ୍ଷ୍ୟରେ ରହିଛି । ଏହାର ଅବ୍ୟବହିତ ପୂର୍ବରୁ ଚିୟର କରୁଛନ୍ତି ଟିମ୍ ଇଣ୍ଡିଆର ଜଣେ ଫ୍ୟାନ୍ ।
More Stories
ସ୍ନାନବେଦୀରୁ ସିଧା ପ୍ରସାରଣ
40 ଲକ୍ଷ ପିସି ପାଇଁ ଅଟକିଗଲା ମନ୍ତ୍ରୀପଦ
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି