September 21, 2023

Satya News

odia news channel

ବାଲେଶ୍ୱରରେ ଚାଞ୍ଚଲ୍ୟ: ମାଛ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

 

ବାଲେଶ୍ୱର: ବାଲେଶ୍ୱର ସହରର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଗଳାପୋଲ ନିକଟରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିବାର ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ଯୁବକଜଣକ ଗଳାପୋଲ ଅଞ୍ଚଳର ମାଛ ବ୍ୟବସାୟୀ ରବି ସିଂ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ୱିତ ରାତ୍ରିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା।

Spread the love