
ସୋଫିଆ: ବୁଲଗାରିଆରେ ମଙ୍ଗଳବାର ଘଟିଥିବା ଏକ ଭୟଙ୍କର ବସ ଦୁର୍ଘଟଣାରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି । ନର୍ଥ ମାସିଡୋନିଆରେ ରାଜପଥରେ ଦୁର୍ଘଟଣା ପରେ ବସରେ ନିଆଁ ଲାଗିଯାଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ପିଲା ଥିବା ଜଣାଯାଇଛି । ଦୁର୍ଘଟଣାସ୍ଥଳରୁ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସେମାନଙ୍କ ଶରୀରର ଅଧିକାଂଶ ଭାଗ ପୋଡିଯାଇଛି । ଏହି ଲୋକମାନଙ୍କୁ ସୋଫିଆସ୍ଥିତ ହାସପାତାଳରେ ଭର୍ତ୍ତି କରାଯାଇଛି ।
More Stories
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ