
ସାକ୍ଷୀଗୋପାଳ : ଆଦ୍ୟ ଶାସନ ବୀର ରାମଚନ୍ଦ୍ର ପୁର ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ଦେବଙ୍କ ପୀଠରେ ଆଜି ବଡ଼ଓଷା ସରକାରଙ୍କ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସାମାଜିକ ଦୂରତା ରକ୍ଷା କରି ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଶ୍ରୀ ଶ୍ରୀ ଧବଳେଶ୍ୱର ଦେବ କମିଟି ସଭାପତି ପ୍ରସନ୍ନ କୁମାର ଷଡ଼ଙ୍ଗୀ, ସମ୍ପାଦକ ନାରାୟଣ ମିଶ୍ର ଓ ସଭ୍ୟ ମାନେ ସହଯୋଗ କରିଥିଲେ।
More Stories
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ
ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ