April 19, 2024

Satya News

odia news channel

ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ଫଳାଫଳ: ୱାର୍ଡ ନଂ. ୪୯ ରୁ ୱାର୍ଡ ନଂ.୫୮

 

ୱାର୍ଡ: ୪୯ ସଂଯୁକ୍ତା ସୁନ୍ଦରାୟ (ବିଜେଡି) ଭୋଟ୍‌: ୩୫୩୨, ପୁଷ୍ପିତା ସୁନ୍ଦରାୟ (ବିଜେପି) ଭୋଟ୍‌: ୧୭୨୨

ୱାର୍ଡ: ୪୯ ସଂଯୁକ୍ତା ସୁନ୍ଦରାୟ (ବିଜେଡି) ଭୋଟ୍‌: ୩୫୩୨, ପୁଷ୍ପିତା ସୁନ୍ଦରାୟ (ବିଜେପି) ଭୋଟ୍‌: ୧୭୨୨

ୱାର୍ଡ: ୫୧ ବିନୟିନୀ ଜେନା (ବିଜେଡି) ଭୋଟ୍‌: ୧୩୬୯, ସୁନୀଲ ସାହୁ (ବିଜେପି) ଭୋଟ୍‌: ୯୨୭

ୱାର୍ଡ: ୫୨ ଶ୍ରୀଧର ବେହେରା (ବିଜେଡି) ଭୋଟ୍‌: ୨୫୬୨, ମନୋଜ ପାତ୍ର (ବିଜେପି) ଭୋଟ୍‌: ୧୦୦୪

ୱାର୍ଡ: ୫୩ ମହାମାୟା ସ୍ବାଇଁ (ବିଜେଡି) ଭୋଟ୍‌: ୨୬୧୭, ନଳିନୀ ପ୍ରଭା ଖଟେଇ (ବିଜେପି) ଭୋଟ୍‌: ୧୯୫୫

ୱାର୍ଡ: ୫୪ ଶିବପ୍ରସାଦ ବେହେରା (ବିଜେଡି) ଭୋଟ୍‌: ୪୭୮୩, ସ୍ବାଗତ ମହାପାତ୍ର (ବିଜେପି) ଭୋଟ୍‌: ୧୩୭୭

ୱାର୍ଡ: ୫୫ ନୃପେଶ ନାୟକ (ବିଜେଡି) ଭୋଟ୍‌: ୨୨୦୭, ସିଦ୍ଧାନ୍ତ ଦାସ (ବିଜେପି) ଭୋଟ୍‌: ୭୯୯

ୱାର୍ଡ: ୫୬କେ. ଶାନ୍ତି (ବିଜେଡି) ଭୋଟ୍‌: ୨୯୧୯, ନାରାୟଣ ବସ୍ତିଆ (ବିଜେପି) ଭୋଟ୍‌: ୫୮୭

ୱାର୍ଡ: ୫୭ସନ୍ତୋଷ ସିଂ (ବିଜେଡି) ଭୋଟ୍‌: ୨୪୯୦, ବନ୍ଦନା ସାହୁ (ସ୍ବାଧୀନ) ଭୋଟ୍‌: ୧୪୪୦

ୱାର୍ଡ: ୫୮ନମିତା ମହାପାତ୍ର (ସ୍ବାଧୀନ) ଭୋଟ୍‌: ୨୬୪୫, ପୁଷ୍ପା ଦାସ (ବିଜେଡି) ଭୋଟ୍‌: ୨୧୫୫

Spread the love