April 19, 2024

Satya News

odia news channel

ମନୋଜ ମୁକୁନ୍ଦ ନରୱଣେ ପରବର୍ତ୍ତୀ ସେନା ମୁଖ୍ୟ

ମନୋଜ ମୁକୁନ୍ଦ ନରୱଣେ ପରବର୍ତ୍ତୀ ସେନା ମୁଖ୍ୟ
ଲୁ୍ୟଟ୍ନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଭାରତୀୟ ସ୍ଥଳସେନାର ପରବର୍ତ୍ତୀ (୨୮ତମ)ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବେ । ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ ବିପିନ ରାୱତ୍ ଡିସେମ୍ବର ୩୧ରେ ଅବସର ନେବେ । ଗତ ୧ ତାରିଖରେ ସେନାର ଉପମୁଖ୍ୟ ଭାବେ ଦା୍ରୟିତ୍ୱ ଗ୍ରହଣ କରିଥିବା ନରୱାଣେ ପୂର୍ବରୁ ଇଷ୍ଟର୍ନ କମାଣ୍ଡ ପ୍ରମୁଖ ଥିଲେ ।

Spread the love