April 11, 2024

Satya News

odia news channel

ରେଳବାଇ ନିଯୁକ୍ତି ପରୀକ୍ଷା, ଲାଗୁ ହେବ ୨୦୦୪ ପରୀକ୍ଷା ନୀତି

 

ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତ ବୋର୍ଡର ଅଣ ବୈଷୟିକ ପପୁଲାର ବର୍ଗ (ଆରଆରବି-ଏନଟିପିସି) ପରୀକ୍ଷା ପ୍ରକ୍ରିୟାକୁ ବିରୋଧ କରି ​‌ଆଶାୟୀ ଛାତ୍ରଛାତ୍ରୀମାନେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିହାରରେ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ଦେଶର ଅନ୍ୟ ପ୍ରାନ୍ତକୁ ବ୍ୟାପିଛି। ଏପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ରେଳ ଅଧିକାରୀଙ୍କ ସହିତ ଆଲୋଚନା କରିଛି।

Spread the love