April 17, 2024

Satya News

odia news channel

୩ ରାଜଧାନୀକୁ ନାଁ

୩ ରାଜଧାନୀକୁ ନାଁ
ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀରେ ବିଧାନସଭା ରହିବ । କାର୍ଯ୍ୟପାଳିକା ପାଇଁ ବିଶାଖାପଟନମ୍ ଓ ନ୍ୟାୟପାଳିକା ଲାଗି କୁର୍ନୁଲରେ ଆଉ ଦୁଇଟି ରାଜଧାନୀ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେଡ୍ଡୀ ଘୋଷଣା କରିଛନ୍ତି । ଦକ୍ଷିଣ ଆଫି୍ରକା ଭଳି ଆନ୍ଧ୍ରର ୩ଟି ରାଜଧାନୀ କରିବା ପାଇଁ ସେ ନିଷ୍ପତ୍ତି ନେଇଥିବାରୁ ରାଜ୍ୟରେ ବିକ୍ଷୋଭର ନିଆଁ ଜଳୁଛି । ତାଙ୍କର ୫ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି ।

Spread the love