satyanews 2 years ago 1 min read ଭୁବନେଶ୍ୱର: ୧୫ଶହ ଟଙ୍କା ଲାଞ୍ଚ ନେବାବେଳେ ଧଉଳି ଥାନା ASI ତୋଫାନ୍ ଗୁରୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଏକ ମାମଲାକୁ ରଫାଦଫା ପାଇଁ ସେ ୧,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଯାଇଥିଲେ। Spread the love Continue Reading Previous କଟକରେ ଫାଇନାନ୍ସ କମ୍ପାନୀରୁ ବଡ଼ ଧରଣର ଡକାୟତିNext ଦୁଷ୍କର୍ମକାରୀକୁ ୨୦ ବର୍ଷର ସଜା ସହ ୧୫ ହଜାର ଟଙ୍କା ଜରିମାନା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. More Stories Breaking news ଓଡିଶା ମୁଖ୍ୟ ରାଜ୍ୟ 1 min read ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ 1 month ago satyanews Breaking news ଓଡିଶା ମୁଖ୍ୟ ରାଜ୍ୟ 1 min read ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା 1 month ago satyanews Breaking news ଓଡିଶା ମନୋରଞ୍ଜନ ମୁଖ୍ୟ ରାଜ୍ୟ 1 min read ବଢୁଛି ନିଶା ମହାରଣାଙ୍କ କ୍ରେଜ 1 month ago satyanews
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ