April 19, 2024

Satya News

odia news channel

ଏ ପର୍ଯ୍ୟନ୍ତ ମିଳୁନାହିଁ ସ୍ୱୀତୀର ଅତାପତ୍ତା

 

ନୟାଗଡ : ନୟାଗଡ଼ର କୁନି ଝିଅ ସ୍ୱାତୀ ଅପହରଣକୁ ନେଇ ତନାଘନା । ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ବଧତ୍ପାଟଣା ଗାଁରେ ଏବେ ମାଳ ମାଳ ପୋଲିସ ଗାଡି । ଘଟଣା ସ୍ଥଳରେ ନିଜେ ନୟାଗଡ଼ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରୀ ପରେ ସ୍ୱାତୀ ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି ।  ଗତ କାଲି ରାତିରେ ରଣପୁର ବିଧାୟକ ପହଞ୍ଚି ଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁରମା ପାଢ଼ୀ ମଧ୍ୟ ସ୍ୱାଧୀଙ୍କ ପରିବାରକୁ ଭେଟିଛନ୍ତି ।

Spread the love