
ପାରଳାଖେମୁଣ୍ଡି: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଭିଜିଲାନ୍ସ ଟିମ୍ ଦୁଷ୍ମନ୍ତ ନାୟକଙ୍କ ପୈତୃକ ଗ୍ରାମ ଜଙ୍ଗଲପାଡୁ ସମେତ ପାରଳାଖେମୁଣ୍ଡି ସହରର ୮ଟି ସ୍ଥାନରେ ଚଢାଉ ଆରମ୍ଭ କରିଥିଲା। ସେ ଶିକ୍ଷକ ଥିବା ଏସ. ରାଉତପୁର ସ୍କୁଲ ଏବଂ ରାୟଗଡ ଜିଲ୍ଲା ଗୁଣପୁର ଶ୍ବଶୁର ଘର ଆଦି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ