
ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପାଉଥିବାରୁ ରାଜ୍ୟରେ ବସ୍ ବଢ଼ା ବୃଦ୍ଧି ପାଇଛି। ଅର୍ଡିନାରୀ ବସ୍ ଭଡ଼ା ୭୨ ପଇସାରୁ ବଢ଼ି ୭୩ ପଇସା ହୋଇଛି।
ସେହିପରି ଏକ୍ସପ୍ରେସ୍ ଭଡ଼ା କି.ମି. ପିଛା ୭୫ ପଇସାରୁ ବଢ଼ି ୭୬ ପଇସା ହୋଇଥିବା ବେଳେ ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୦୫ରୁ ବଢ଼ି ୧ ଟଙ୍କା ୦୭ ହୋଇଛି।
ଏସି ଡିଲକ୍ସ କି.ମି. ପିଛା ୧ଟଙ୍କା ୨୭ ପଇସାରୁ ବଢ଼ି ୧ଟଙ୍କା ୨୯ ପଇସା ହୋଇଛି।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ