
ଯାଜପୁର : କୋରେଇ ବିଧାୟକ ଅଶୋକ ବଳ ଗତକାଲି ରସୁଲପୁର ଭୋଟକ ପଂଚାୟତ ବିଲିପଡ଼ା ଏନ୍ଏଚ୍-୧୬ରେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି ା
ଶ୍ରୀ ବଳ ଏ ନେଇ ଜାତୀୟ ରାଜପଥ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ା ଫଳରେ ଏ ନେଇ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି ା
ଏହି ବ୍ରିଜ ନିର୍ମାଣ ହେଲ ଦୁର୍ଘଟଣା ଜନିତ ସମସ୍ୟାରୁ ଲୋକଙ୍କୁ ମୁକ୍ତି ବୋଲି ଅଂଚଳବାସୀ ଆଶା କରିଛନ୍ତି ା
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ