April 25, 2024

Satya News

odia news channel

ଡାକ୍ତର ବିଶ୍ଵଦୀପ ଜେନା ପିଏଚଡି ଏଣ୍ଟ୍ରାନ୍ସ ଟପ୍ପର

 

ଭୁବନେଶ୍ୱର: ଜାତୀୟ ସ୍ତରରେ ନାଁ କଲେ ଓଡ଼ିଆ ଡାକ୍ତର। ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରି ବିଭାଗର ସହକାରୀ ପ୍ରାଧ୍ୟାପକ ଡାକ୍ତର ବିଶ୍ଵଦୀପ ଜେନା ପିଏଚଡ଼ି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟପ୍ପର ହୋଇଛନ୍ତି।

ଡ଼ାକ୍ତର ଶ୍ରୀ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ଆନୁକୂଲ୍ୟରେ ହୋଇଥିବା ପିଏଚଡି ଏଣ୍ଟ୍ରାନ୍ସ ପରୀକ୍ଷାରେ ସାଧାରଣ ବର୍ଗରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

Spread the love