March 28, 2023

Satya News

odia news channel

ଗୃହକାର୍ଯ୍ୟ ବେଳେ ଉପସ୍ଥିତ ରହିବେ ଅଫିସର: ବାଚସ୍ପତି

ଭୁବନେଶ୍ୱର,୧୬/୨: ଏଣିକି ବିଧାନସଭାରେ ଗୃହକାର୍ଯ୍ୟ ବେଳେ ଉପସ୍ଥିତ ରହିବେ ଅଫିସର। ଶନିବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପତ୍ର ଏପରି କିଛି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଏଣିକି ଅଫିସରମାନେ ଗୃହ କାର୍ଯ୍ୟରେ ତାଙ୍କ ବିଭାଗର ଆଲୋଚନା ବେଳେ ଉପସ୍ଥିତ ରହିବେ। ଏଥିସହ ସମ୍ପୃକ୍ତ ଅଫିସରମାନେ ସେମାନଙ୍କ ଗ୍ୟାଲେରୀରେ ମଧ୍ୟ ବସିବେ। ସେହିପରି ଯଦି ଆଉ କିଛି ଆବଶ୍ୟକ ପଡେ ତାହେଲେ ଅଫିସରଙ୍କ ଉପସ୍ଥିତିକୁ ମୁଖ୍ୟ ସଚିବ ସୁନିଶ୍ଚିତ କରିବେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବାଚସ୍ପତି।

Spread the love