May 17, 2026

କିଡ଼ନୀ ଚୋରି ମାମଲା: ଅଡୁଆରେ ଆପୋଲ ହସ୍ପିଟାଲ

ଭୁବନେଶ୍ୱର,୨୮/୧୨: କିଡ଼ନୀ ଚୋରି ଅଭିଯୋଗ ଘଟଣାରେ ଆପୋଲ ହସ୍ପିଟାଲର ଅଡୁଆ ବଢ଼ିଛି। ମାମଲାରେ ଆପୋଲର ଯୁକ୍ତିକୁ ଜାତୀୟ ମାନବାଧିକାର କମିଶନ ଖାରଜ କରିଛନ୍ତି। ଏଥିସହ ଏନଏଚଆରସି ଆପୋଲ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବରଗଡ଼ର ଜଣକ କିଡନୀ ଅନ୍ୟଠାରେ ପ୍ରତିରୋପଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ହସ୍ପିଟାଲର ରେଜିଷ୍ଟ୍ରେସନ ରଦ୍ଦ ପାଇଁ ପୂର୍ବରୁ ନିର୍ଦ୍ଦେଶ ହୋଇଥିଲା।

Spread the love