March 10, 2026

ଏରେଣ୍ଡେଇରେ ପୁଷ୍ଟି ମହୋତ୍ସବ: ମହିଳାମାନେ ଅଧିକ ଦକ୍ଷ ହେବାକୁ ବିଧାୟକଙ୍କ ଆହ୍ୱାନ

 

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଓ ବଲାଣିପଶି ଗ୍ରାମରେ ଶନିବାର ଓଡିଶା ପୃଷ୍ଟି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଟଣା ବିଧାୟକ ଜଗନ୍ନାଥ ନାଏକ ମହିଳାମାନେ କେବଳ ସ୍ୱାବଲମ୍ବୀ ନୁହେଁ ଅଧିକ ଦକ୍ଷତା ପ୍ରଦର୍ଶନ କରି ପାଟଣା ଅଂଚଳର ଗୌରବ ବୃଦ୍ଧି କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ବୋଲି ଆହ୍ୱାନ ଜଣାଇଛନ୍ତି।

Spread the love