ବିଶ୍ୱକୁ ଡରାଉଛି ଓମିକ୍ରନ ଭୟ । ଓମିକ୍ରନ ପାଇଁ ନେଦରଲାଣ୍ଡରେ ଲାଗିଲା ଲକଡାଉନ କଟକଣା । ଜାନୁଆରୀ ୧୪ ତାରିଖ ଯାଏ ସମସ୍ତ ସାଂସ୍କୃତିକ, ମନୋରଞ୍ଜନ ବନ୍ଦ ରହିବ । ଏଥିସହ ସମସ୍ତ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ଡଚ୍ ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଏନେଇ ଘୋଷଣା କରିଥିବା ବେଳେ, କିନ୍ତୁ ସ୍କୁଲ୍ ଜାନୁଆରି ୯ ତାରିଖ ପର୍ୟ୍ୟନ୍ତ ବନ୍ଦ ରଖାଯିବ। ମାର୍କ ରୁଟେ ଆହୁରି କହିଛନ୍ତି, ଆଶାଠାରୁ ଆହୁରି କ୍ଷିପ୍ର ବେଗରେ ସଂକ୍ରମଣ କରୁଛି ଓମିକ୍ରନ । ତେଣୁ ନେଦରଲାଣ୍ଡକୁ ଲକଡାଇନ ଘୋଷଣା କରାଯାଉଛି ।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ