March 10, 2026

ପିଟକେର୍ନ ଦ୍ୱୀପରେ ଭୂକମ୍ପ ଝଟକା

 

ପିଟକେର୍ନ : ପିଟକେର୍ନ ଦ୍ୱୀପରେ ବୁଧବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୩ ରେକର୍ଡ କରାଯାଇଛି। ଭୂକମ୍ପରେ ଏଯାଏଁ ଧନଜୀବନ ହାନୀ ହୋଇ ଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏନସିଏସ ପକ୍ଷରୁ ଏନେଇ ସୂଚନା ମିଳିଛି।

 

Spread the love