
ମାଲକାନଗିରି : ମାଲାକନଗିରି ଜିଲ୍ଲା ମୋଟୁ ଥାନା ଭାରପ୍ରାପ୍ତ ପୁଲିସ ନୀରିକ୍ଷକ ସୁଶାନ୍ତ କୁମାର ସାହୁ ଗତକାଲି ଖୋର୍ଦ୍ଧା ଜିଲ୍ଲା ଭିଜିଲାନ୍ସ ଜାଲରେ ଫସିବା ପରେ ଏ ନେଇ ପୂୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି। ମାଲକାନଗିରି ଜିଲ୍ଲାରେ ଖଣିଜ ସମ୍ପଦ ଖଣି ମାଫିଆ ଲୁଟ୍ କରୁଥିବା ବହୁବାର ଅଭିଯୋଗ ଏବଂ ଆନ୍ଦୋଳନ କରିବା ସହ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନବାଚୀ କରି ଆସୁଥିଲେ। ଗତକାଲି ମୋଟୁ ଥାନା ଆଇଆଇସି ଭିଜିଲାନ୍ସ ଜାଲରେ ଫସିବା ପରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଯାଇଛି ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତିା
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍