
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୮,ସଙ୍ଗରୋଧରୁ ୧୩୬,ସ୍ଥାନୀୟ ୯୬। ଆଉ ୧ ହଜାର ୯୮୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧, ଭଦ୍ରକ ୧, ବଲାଙ୍ଗୀର ୮, ବୌଦ୍ଧ ୧, କଟକ ୩୦, ଦେଓଗଡ ୧, ଗଞ୍ଜାମ ୩, ଜଗତସିଂହପୁର ୪, ଯାଜପୁର ୮, କଳାହାଣ୍ଡି ୧୦, କନ୍ଧମାଳ ୧, କେନ୍ଦୁଝର ୨, ଖୋର୍ଦ୍ଧା ୬୧, ମାଲକାନଗିରି ୧, ମୟୁରଭଞ୍ଜ ୩, ନବରଙ୍ଗପୁର ୯, ନୟାଗଡ ୫, ନୂଆପଡା ୬, ପୁରୀ ୩, ରାୟଗଡା ୫, ସମ୍ବଲପୁର ୧୨, ସୋନପୁର ୨, ସୁନ୍ଦରଗଡ ୪୦, ଷ୍ଟେଟ ପୁଲରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୭,୩୮୨କୁ ବୃଦ୍ଧି ପାଇଛି। ୧୩,୧୬,୧୭୨ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍