
ଭୁବନେଶ୍ବର ୩୧।୮: ଜିଲ୍ଲା ସଭାପତିଙ୍କୁ ଗୁରୁମନ୍ତ୍ର ଦେଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ପଞ୍ଚାୟତକୁ ଯାଅ, ଲୋକଙ୍କ ସହିତ ରୁହ ବୋଲି ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି । ତୃଣମୂଳ ସ୍ତର ଦୁର୍ନୀତିକୁ ପଦାକୁ ଆଣ ବୋଲି ଜିଲ୍ଲା ସଭାପତିଙ୍କୁ ପରାମର୍ଶ ଦେଇଛନ୍ତି ।
ଆହୁରି କହିଛନ୍ତି, ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ଅଭିଯୋଗ ଥିଲେ ହାଇ କମାଣ୍ଡଙ୍କୁ ଜଣାଅ । ଗଣମାଧ୍ୟମକୁ ଆସି ବିଶୃଙ୍ଖଳିତ ବୟାନ ଦେଲେ କାର୍ଯ୍ୟାନୁଷ୍ଠାନ ହେବ । ଖୁବ୍ ଶୀଘ୍ର ପିସିସି ଗଠନ ହେବ ବୋଲି ମଧ୍ୟ ସେ କହିଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍