
ପାଟଣା: ପାଟଣା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ପିକକର ‘ଇକୋସେଭର ୟୁଥ୍ ନେଟୱର୍କ’ ପକ୍ଷରୁ ୩୦ ଜଣ ସଦସ୍ୟ ସଦସ୍ୟା ପାଟଣା ବ୍ଲକ ପରିସର ଓ ବାହାର ଅଞ୍ଚଳକୁ ସଫେଇ କରିବା ସହ ପଲିଥିନ୍, ଜରି ଓ ବର୍ଜ୍ୟ ପ୍ଲାଷ୍ଟିକ ମୁକ୍ତ କରିଛନ୍ତି ପିକକର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ମହାନ୍ତ, ସ୍ବେଚ୍ଛାସେବୀ ଦ୍ରୌପଦୀ ବେଜ, ରେବତୀ ମହାନ୍ତ, ଚମ୍ପାବତୀ ବାରିକ ଓ ଅନୁପ ବେଜ ପ୍ରମୁଖ ୩୦ ଜଣ ସଦସ୍ୟ ସଦସ୍ୟା, ପ୍ଲାଷ୍ଟିକ ବୋତଲ, ପଲିଥିନ, ଜରି, ଟୁକୁରା କାଗଜ ଓ ଅନାବନା ଘାସ ଲତା ବ୍ଲକ ପରିସରରୁ ସଫା କରିଥିବା ଦେଖାଯାଇଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍