ପାଟଣା: ପାଟଣା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ପିକକର ‘ଇକୋସେଭର ୟୁଥ୍ ନେଟୱର୍କ’ ପକ୍ଷରୁ ୩୦ ଜଣ ସଦସ୍ୟ ସଦସ୍ୟା ପାଟଣା ବ୍ଲକ ପରିସର ଓ ବାହାର ଅଞ୍ଚଳକୁ ସଫେଇ କରିବା ସହ ପଲିଥିନ୍, ଜରି ଓ ବର୍ଜ୍ୟ ପ୍ଲାଷ୍ଟିକ ମୁକ୍ତ କରିଛନ୍ତି ପିକକର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ମହାନ୍ତ, ସ୍ବେଚ୍ଛାସେବୀ ଦ୍ରୌପଦୀ ବେଜ, ରେବତୀ ମହାନ୍ତ, ଚମ୍ପାବତୀ ବାରିକ ଓ ଅନୁପ ବେଜ ପ୍ରମୁଖ ୩୦ ଜଣ ସଦସ୍ୟ ସଦସ୍ୟା, ପ୍ଲାଷ୍ଟିକ ବୋତଲ, ପଲିଥିନ, ଜରି, ଟୁକୁରା କାଗଜ ଓ ଅନାବନା ଘାସ ଲତା ବ୍ଲକ ପରିସରରୁ ସଫା କରିଥିବା ଦେଖାଯାଇଥିଲା।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି