
ବଂଶଧାରା ନଦୀରେ ନେରେଡି ଜଳ ପ୍ରକଳ୍ପ ନିର୍ମାଣ ଦ୍ଵାରା ସମ୍ଭାବ୍ୟ ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀଙ୍କ ସହ ଆଲୋଚନା ପାଇଁ ପହଞ୍ଚିବେ ବିଜେପିର ପ୍ରତିନିଧି ଦଳ ।
ସେପଟେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ଜଳସେଚନ ମନ୍ତ୍ରୀ ଅନୀଲ କୁମାର ଯାଦବ, ଉପ ମୁଖ୍ୟମନ୍ତ୍ରୀ ଧର୍ମ କ୍ରୀଷ୍ଣା ଦାସ, ବାଚସ୍ପତି ଟି ସୀତାରାମ ମଧ୍ୟ ଆନ୍ଧ୍ର ପ୍ରକଳ୍ପ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଓଡିଶା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍