September 7, 2024

Satya News

odia news channel

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ପିଏସି କମିଟିର ଅଧ୍ୟକ୍ଷ ନିଯୁକ୍ତ

 

ଭୁବନେଶ୍ବର: ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ପିଏସି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଧିବଧ ଵିଜ୍ଞପ୍ତି ପ୍ରକାଶ ପାଇଛି। ସେ କେନ୍ଦୁଝରର ବିଜେପି ବିଧାୟକ।

 

Spread the love