September 20, 2024

Satya News

odia news channel

ବୀରାଶାଳ ଏୟାରଷ୍ଟ୍ରିପରେ ବିମାନ ଦୁର୍ଘଟଣା

 

କାମାକ୍ଷାନଗର: ବୀରାଶାଳ ଏୟାରଷ୍ଟ୍ରିପରେ ବିମାନ ଦୁର୍ଘଟଣା। ପ୍ରଶିକ୍ଷଣବେଳେ ଖସି ପଡ଼ିଲା ଟ୍ରେନିଂ ଏୟାରକ୍ରାଫ୍ଟ। ପ୍ରାୟ ୧୫ଫୁଟ ଉପରୁ ତଳକୁ ଖସିଲା, ଟ୍ରେନି ପାଇଲଟ ଗୁରୁତର। ଗୁରୁତର ଟ୍ରେନି ପାଇଲଟ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Spread the love