ପୁରୀ: ବ୍ରହ୍ମଗିରି ବୋମାମାଡ ଏବଂ ଗୃହଦାହ ଘଟଣାରେ ୧୦ ଜଣଙ୍କୁ ଗତ ରାତିରେ ଗିରଫ କରିଛି ପୋଲିସ । ବ୍ରହ୍ମଗିରି ନଥପୁର ଭୋଇସହି ବୋମାମାଡ ଘଟଣାରେ ସେମାନେ ଗିରଫ ହୋଇଛନ୍ତି । ମୋବାମାଡ ଘଟଣା ଘଟିବା ପରେ ଅଭିଯୁକ୍ତମାନେ ଗିରଫ ଭୟରେ ଅନ୍ୟ ଗାଁରେ ଲୁଚିଥିବା ବେଳେ ରାତି ଅଧରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି ପୁଲିସ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍