February 15, 2026

ଭୁବନେଶ୍ୱରରେ ୪୯.୧ ମିମି ବର୍ଷା

 

ଭୁବନେଶ୍ୱର : ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ତେବେ ଭୁବନେଶ୍ୱର- କଟକ ମହାନଗରରେ ଶନିବାର ସକାଳୁ ବ​ର୍ଷା ଜାରି ରହିଛି।    ଗତ ୨୪ ଘଣ୍ଟା ମଧ୍ୟରେ ଆଜି ସକାଳ ୮.୩୦ ସୁଦ୍ଧା ଭୁବନେଶ୍ୱରରେ  ୪୯.୧ ମିମି ବର୍ଷା ରେକର୍ଡ କରାଯାଇଛି। ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ରାଜପଥର ବିଭିନ୍ନ ସ୍ଥାନରେ ପାରି ଜମି ରହିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି।

 

Spread the love