April 18, 2025

ରାଜ୍ୟରେ ଆଉ ୨୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

 

ଭୁୁବନେଶ୍ୱର : ରାଜ୍ୟରେ ଆଉ ୨୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪୭,ସଙ୍ଗରୋଧରୁ ୧୫୩,ସ୍ଥାନୀୟ ୧୦୯। ଆଉ ୧ ହଜାର ୯୮୭ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

୨୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧, ବାଲେଶ୍ୱର ୨, ବରଗଡ ୫, ଭଦ୍ରକ ୩, ବଲାଙ୍ଗୀର ୧୭, ବୌଦ୍ଧ ୭,କଟକ ୧୫, ଦେଓଗଡ ୪, ଗଜପତି ୧୧, ଗଞ୍ଜାମ ୧,ଯାଜପୁର ୫, ଝାରସୁଗୁଡା ୫, କଳାହାଣ୍ଡି ୧, କନ୍ଧମାଳ ୯, କେନ୍ଦ୍ରାପଡା ୨, ଖୋର୍ଦ୍ଧା ୫୦, କୋରାପୁଟ ୨, ମୟୁରଭଞ୍ଜ ୯, ନବରଙ୍ଗପୁର ୯, ନୟାଗଡ ୬, ନୂଆପଡା ୬, ପୁରୀ ୭, ରାୟଗଡା ୨, ସମ୍ବଲପୁର ୧୬, ସୋନପୁର ୧, ସୁନ୍ଦରଗଡ ୫୩, ଷ୍ଟେଟପୁଲରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୬,୩୮୩ କୁ ବୃଦ୍ଧି ପାଇଛି। ୧୩,୧୫,୧୭୩ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Spread the love