March 10, 2026

ରାଜ୍ୟରେ କରୋନା ; ନୂଆ ଆକ୍ରାନ୍ତ ୨୬୪

 

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ୍ୟ ରୁ ୧୮ ବର୍ଷ ମଧ୍ୟରେ ୪୧, ସଙ୍ଗରୋଧରୁ ୧୫୪, ସ୍ଥାନୀୟ ୧୧୦ ଚିହ୍ନଟ ହୋଇଛନ୍ତି।ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୮,୪୯୨କୁ ବୃଦ୍ଧି ପାଇଛି। ୧୦,୩୭,୬୦୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨,୪୨୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Spread the love