
ନୂଆଦିଲ୍ଲୀ: ମହଙ୍ଗା ହେଲା ସୁନା ଦର। ସପ୍ତାହ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ସୁନା ଦର ୧୦ ଗ୍ରାମକୁ ୪୪୧ ଟଙ୍କା ବୃଦ୍ଧି ପାଇ ୪୮,୫୩୦ରେ ପହଞ୍ଚିଛି। ପୂର୍ବ ଟ୍ରେଡ୍ରେ ୪୮,୦୮୯ରେ ସୁନା ଦର ବନ୍ଦ ରହିଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍