
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ନିକଟରେ ହାଜର ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଧିକ ୩ ସପ୍ତାହ ସମୟ ଲୋଡିଛନ୍ତି। ସୂଚନା ଅନୁଯାୟୀ ସୋନିଆଙ୍କ ଆବେଦନ ଉପରେ ଇଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ବୁଧବାର ସୋନିଆ ଇଡି ନିକଟରେ ହାଜର ହେବାକୁ ଥିଲା। ମାତ୍ର ସେ ୨ ତାରିଖରୁ କରୋନା ସଂକ୍ରମିତ ହୋଇଥିବାବେଳେ ଏବେ ସୁଦ୍ଧା ସୁସ୍ଥ ହୋଇ ନାହାନ୍ତି। ତେବେ ସୋନିଆଙ୍କ ପୁତ୍ର ରାହୁଲ ଗାନ୍ଧୀ ଜୁନ୍ ୧୩ ତାରିଖରେ ଇଡି ନିକଟରେ ହାଜର ହେବାକୁ ଅଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍