ଶିମଳା: ହିମାଚଳ ପ୍ରଦେଶର ଶିମଳା ନିକଟରେ ଭୂସ୍ଖଳନ ଘଟିଛି । ମଙ୍ଗଳବାର ସକାଳେ ଭୂସ୍ଖଳନ ପରେ ୫ ନମ୍ବର ଜାତୀୟ ରାଜପଥରେ ଯାନବାହନ ଓ ଜନସାଧରଣଙ୍କ ଚଳାଚଳ ବନ୍ଦ ହୋଇଯାଇଛି । ରାସ୍ତାରେ ଜମା ହୋଇଥିବା ମାଟି, ପଥର ଆଦିକୁ ସଫା କରିବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏହି ଘଟଣାରେ ମୃତାହତଙ୍କ ସମ୍ପର୍କରେ ହଠାତ ଜଣାପଡିନାହିଁ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍