ଦକ୍ଷିଣ କୋରିଆରେ ରାହୁଲ ଗାନ୍ଧୀ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କହିଛନ୍ତି, ସେ ଦକ୍ଷିଣ କୋରିଆ ଯାଇଥିବାବେଳେ ପ୍ରଧାନମନ୍ତ୍ରୀ ଲି ନାକ୍-ୟୋନ୍ଙ୍କୁ ଭେଟିଛନ୍ତି । ଦୁଇ...
Month: December 2019
ପରଲୋକରେ ବର୍ଷିୟାନ ଅଭିନେତା ଶ୍ରୀରାମ ଲାଗୁ ପ୍ରଖ୍ୟାତ ଥିଏଟର ଓ ଫିଲ୍ମ ଅଭିନେତା ଡା. ଶ୍ରୀରାମ ଲାଗୁଙ୍କ ମଙ୍ଗଳବାର ରାତିରେ ପୁନେସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି...
ଜାମିଆ ହିଂସା: କଂଗ୍ରେସର ପୂର୍ବତନ ବିଧାୟକଙ୍କ ବିରୋଧରେ ଏଫ୍ଆଇଆର୍ ନାଗରିକ ସଂଶୋଧନ ଆଇନକୁ ନେଇ ଡିସେମ୍ବର ୧୫ରେ ନୂଆଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ୍ରରେ ବିକ୍ଷୋଭ ବେଳେ...
ନୂଆ କୃଷି ନୀତି-୨୦୧୯କୁ କ୍ୟାବିନେଟ ମଞ୍ଜୁରୀ ରାଜ୍ୟ ସରକାର କୃଷି ଓ କୃଷକଙ୍କ ସମୃଦ୍ଧି ପାଇଁ ନୂଆ କୃଷି ନୀତି-୨୦୧୯ ଆଣିଛନ୍ତି । କୃଷକଙ୍କ ଆୟ ବୃଦ୍ଧି,...
ମନୋଜ ମୁକୁନ୍ଦ ନରୱଣେ ପରବର୍ତ୍ତୀ ସେନା ମୁଖ୍ୟ ଲୁ୍ୟଟ୍ନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଭାରତୀୟ ସ୍ଥଳସେନାର ପରବର୍ତ୍ତୀ (୨୮ତମ)ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବେ । ବର୍ତ୍ତମାନର...
ଉନ୍ନାଓ ବଳାକ୍ରାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାଜପାରୁ ବହିଷ୍କୃତ ବିଧାୟକ କୁଲଦୀପ ସେନ୍ଗରଙ୍କ ଦଣ୍ଡ ବିଧାନକୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଏକ କୋର୍ଟ...
ନିର୍ଭୟା ଗଣବଳାକ୍ରାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ କୁମାର ସିଂଙ୍କୁ ମୃତୁ୍ୟ ଦଣ୍ଡାଦେଶ ହୋଇଥିବାବେଳେ ସେ ସୁପ୍ରିମକୋର୍ଟରେ ରିଭୁ୍ୟ ପିଟିଶନ ଦାଏର କରିଥିଲେ...
ଶୀତରେ ତ୍ୱଚାର ଯତ୍ନ ରାତି ବଡ଼ ପୁଣି ଦିନ ଛୋଟ, ଲୋକଙ୍କ ଦେହରେ ପଶମବସ୍ତ୍ର । ଏ ସବୁରୁ ଶୀତର ଆଗମନ ବେଶ୍ ବାରିହୁଏ । ସାଧାରଣତଃ...
-ସନ୍ତୁଳିତ ଆହାର ଖାଆନ୍ତୁ, ଯେଉଁଥିରେ କି ପ୍ରୋଟିନ ଓ ଆଇରନ୍ର ମାତ୍ରା ଅଧିକ ଥିବ । ଛଣା ବା ତେଲିଆ ପଦାର୍ଥ, ଚର୍ବିଯୁକ୍ତ ଖାଦ୍ୟ ଓ ଅଧିକ...