ନୂଆଦିଲ୍ଲୀ : ଦେଶ ବ୍ୟାପୀ ଚାଲିଥିବା ବିଶ୍ଵର ସର୍ବ ବୃହତ ଟିକାକରଣ ଅଭିଯାନ ସୁରୁଖୁରୁରେ ଆଗେଇ ଚାଲିଛି । କରୋନା ବିରୋଧୀ ଲଢେଇରେ ଏହାକୁ ପ୍ରମୁଖ ଅସ୍ତ୍ର ଭାବେ ବିବେଚନା କରାଯାଉଛି। ଇତିମଧ୍ୟରେ ଦେଶରେ ସାମଗ୍ରିକ ଟିକାକରଣ ୧୧୫ କୋଟି ଅତିକ୍ରମ କରିଛି।
ଦେଶରେ ଏପର୍ଯ୍ୟନ୍ତ ୧୧୫ କୋଟି ୭ ଲକ୍ଷ ୯୨ ହଜାର ୬୭୦ ପାନରୁ ଅଧିକ ଟିକା ଦିଆଯାଇସାରିଲାଣି । ୭୬ କୋଟି ୧୧ ଲକ୍ଷ ୬୭ ହଜାରରୁ ଅଧିକ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୩୮ କୋଟି ୯୬ ଲକ୍ଷ୨୫ ହଜାର ୩୭୦ରୁ ଅଧିକ ଦ୍ବିତୀୟ ପାନ ଟିକା ଦିଆଯାଇଛି । କେବଳ ଆଜି ଗୋଟିଏ ଦିନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ଲକ୍ଷ ପାନରୁ ଅଧିକ ଟିକା ଦିଆଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍