October 18, 2024

Satya News

odia news channel

ଏକାଧିକ ଖଣି ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଜୋରଦାର ଚଢ଼ାଉ

ଖଣି ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ । ଯାଜପୁର ଜିଲ୍ଲା ଧର୍ମଶାଳାରେ ଏକାଧିକ ଲଘୁଖଣିଜ ମାଲିକଙ୍କ ଘର, କାର୍ଯ୍ୟାଳୟ ଓ କ୍ରସର ୟୁନିଟ୍‌ରେ ଆୟକର ବିଭାଗ ରେଡ୍ କରିଛି । ଧର୍ମଶାଳା ସାରୋଇ ଅଂଚଳର ଲଘୁଖଣିଜ ବ୍ୟବସାୟୀ ଶ୍ରୀବାସ ଜେନାଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ । ତାଙ୍କର ଭୁବନେଶ୍ୱର ବରମୁଣ୍ଡାରେ ଥିବା ଘର ଓ ଅଫିସରେ ମଧ୍ୟ ଚଢାଉ କରାଯାଇଛି ।

Spread the love