October 12, 2025

ମା ପରମ ବୈଷ୍ଣବ ୟୁଥ କ୍ଲବ ଦ୍ଵାରା ଏକ ସଭା ଅନୁଷ୍ଠିତ

 

ଆଦ୍ୟ ତା 28:8:2022 ରିଖ ବରଜାନନ୍ଦ ପୁର ବାତ୍ୟା ଆଶ୍ରୟ ସ୍ଥଳି ଠାରେ ମା ପରମ ବୈଷ୍ଣବ ୟୁଥ କ୍ଲବ ଦ୍ଵାରା ନେହେରୁ ଯୁବ କେନ୍ଦ୍ର ମାଧ୍ୟମରେ ୟୁଥ ଡେଭେଲପମେଣ୍ଟ କ୍ୟାମ୍ପଙ୍ଗ ନାମରେ ଏକ ସଭା ଆୟୋଜନ କରାଯାଇଥିଲା,

ଉକ୍ତ ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ vignesh M (cooridanate nyks bhadrak )
ଶଭାପତି କାଶୀନାଥ ବିଶ୍ୱାଳ (ଶିକ୍ଷାବିତ )
ସମାଜ ସେବିକା ପୁର୍ଣିମା ମହାନ୍ତି ,ଶଶୀକାନ୍ତ ବନ୍ଧ, ପିତାମ୍ବର ମଳିକ, ଆଦିକାନ୍ତ ନାୟକ ସଭାରେ ଉପସ୍ଥିତ ଥିଲେ

ଏହି ସଭାରେ ଯୁବ ପିଢ଼ି ମାନେ କିପରି ନିଜର ଭବିଷ୍ୟତ ଏବଂ ସମାଜ ସେବାରେ ମନ ବଢେଇବା ପାଇଁ ଆଗ୍ରହ ପ୍ରକାଶ କରିବେ ସେ ବିଷୟରେ ଆଲୋଚନା ହୋଇଥିଲା l ଭଦ୍ରକରୁ ସୁଶିଲ କୁମାରଙ୍କ ରିପୋର୍ଟ ସତ୍ୟ ନିୟୁଜ 24…..

Spread the love