June 30, 2025

ରବି ମହାରଣା ଓଡିଶା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତ ଓବିସି ମୋର୍ଚ୍ଚାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତ

ରବି ମହାରଣା ଓଡିଶା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତ

ଓଡ଼ିଶାର ପୂର୍ବତନ ଜାତୀୟ ପୁରସ୍କାରପ୍ରାପ୍ତ ସରପଞ୍ଚ ତଥା ବିଧାୟକ ପ୍ରାର୍ଥୀ ଶ୍ରୀ ରବି ମୋହରାଙ୍କୁ ଓଡ଼ିଶା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ଓବିସି ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳଙ୍କ ମିଳିତ ଉଦ୍ୟମରେ ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ମାଧ୍ୟମରେ ସମାଜର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମହାରଣାଙ୍କୁ ନିଯୁକ୍ତି ଦିଆୟାଇଛି, ଓଡିଶା ରାଜ୍ୟରେ ମହିଳା ସଶକ୍ତିକରଣ ଓ ସମ୍ପ୍ରଦାୟର ଯୁବକମାନଙ୍କୁ ନିଯୁକ୍ତି।

ଏହି ନିଯୁକ୍ତି ତୁରନ୍ତ କାର୍ୟ୍ୟକାରୀ ହେବ ବୋଲି କୁହାୟାଇଛି।

ଶ୍ରୀ ମହାରଣା ମଣ୍ଡଳ ସଭାପତି, କିଷାନ ମୋର୍ଚ୍ଚାର ରାଜ୍ୟ ସଦସ୍ୟ, ସଂୟୋଜକ ପ୍ରଶିକ୍ଷଣ ସେଲ୍ ଏବଂ ଏବେ ରାଜ୍ୟ ଓବିସି ମୋର୍ଚ୍ଚାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ସହ ଦଳକୁ ତାଙ୍କର ସେବା ସମର୍ପିତ କରିଥିଲେ।ଶ୍ରୀ ମହାରଣା ମହିଳା ସଶକ୍ତିକରଣ ପାଇଁ ରାଜ୍ୟବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିବା ସହ ବିଜେଡି ସରକାରର କୁଶାସନ ବିରୋଧରେ ପ୍ରତିବାଦ କରିଥିଲେ।

Spread the love