August 25, 2025

ରା଼ଛିପୁରରେ ନୂତନ ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ

 

ଯାଜପୁର ଜିଲ୍ଲା ବ୍ୟାସନଗର ଆସ୍ପାୟାର ଓ ରାଛିପୁର ପଞ୍ଚାୟତର ମିଳିତ ସହଯୋଗରେ ଏକ ନୂତନ ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି।

ଏଥିରେ ସ୍ଥାନୀୟ ସରପଞ୍ଚ କବିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ଏହା ମଧ୍ଯ ଅଧିକ ସହାୟକ ହେବ ବୋଲି କହିଥିଲେ

ଅନ୍ୟମାନଙ୍କ ମଧ୍ୟରେ ବେଳେ ରିଟ ଇଣ୍ଟରନେସନାଲ ସ୍କୁଲ ଅଧ୍ୟକ୍ଷ ଇଂ ଦିଗନ୍ତ ରାଉତ ଅଧ୍ୟକ୍ଷ, ଜି ନରେଶ ଦାନଗଦି ବ୍ଳକ ସଂଯୋଜକ ଆସ୍ପାୟର, ଭିଏଲ୍‌ଡବ୍ଲ୍ୟୁ କୁଳମଣି ରାଉତ ଓ ପଞ୍ଜାବ ନେସନାଲ ବ୍ୟାଙ୍କ ମ୍ୟାନେଜର ତୃପ୍ତି ରଂଜନ ପଣ୍ଡାଙ୍କ ସମେତ ବହୁ ଶିକ୍ଷାବିତ ,ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ

ଯାଜପୁର କୋରେଇରୁ ଚକ୍ରଧର ଦାସଙ୍କ ରିପୋର୍ଟ

Spread the love