January 24, 2026

୨୪ ଘଣ୍ଟାରେ ୪୦୯ ପଜିଟିଭ ଚିହ୍ନଟ

 

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୪୦୯ କରେ।ନା ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ସଂଗରେ।ଧ କେନ୍ଦ୍ରରୁ ୨୩୪ ଜଣ ଚିହ୍ନଟ ହେ।ଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହେ।ଇଛନ୍ତି । ତେବେ ଏନେଇ ରାଜ୍ୟ ସୂଚନା ଓ ଲେ।କ ସମ୍ପର୍କ ବିଭାଗ ସୂଚନା ଦେଇଛି ।

ଅନୁଗୁଳ ୩୫, ବାଲେଶ୍ୱର ୯, ବରଗଡ ୨୨ ,ଭଦ୍ରକ ୧୦, ବଲାଙ୍ଗୀର ୩୨, ବୌଦ୍ଧ୧, କଟକ ୩୪, ଦେଓଗଡ୨, ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୧୫, ଯାଜପୁର ୭, ଝାରସୁଗୁଡା ୧୧, କଳାହାଣ୍ଡି ୧୭, କେନ୍ଦ୍ରାପଡା ୧୬, କେନ୍ଦୁଝର ୧୦, ଖେ।ର୍ଧା ୪୪, କେ।ରାପୁଟ ୩, ମାଲକାନଗିରି ୧, ମୟୂରଭଞ୍ଜ ୨୫, ନବରଙ୍ଗପୁର ୫, ନୟାଗଡ ୨, ନୂଆପଡା ୧୧, ପୁରୀ ୧୪, ରାୟଗଡା ୪,ସମ୍ବଲପୁର ୧୧ ସୁନ୍ଦରଗଡ ୫୩ ଜଣ ଲେଖାଏଁ ଚିହ୍ନଟ ହେ।ଇଛନ୍ତି ।

Spread the love