
କଳାହାଣ୍ଡି ୨୯।୯: କଳାହାଣ୍ଡି ଢେପଗୁଡା ଘାଟିରେ ଦିବ୍ୟାଙ୍ଗ ଯୁବତୀଙ୍କଠୁ ୩୦ ହଜାର ଟଙ୍କା ଲୁଟ୍ ମାମଲାରେ ୧୩ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
ଗତ ୨୦ତାରିଖରେ ଯୁବତୀ ନିଜ ସମ୍ପର୍କୀୟଙ୍କ ସହ ବାଇକରେ ପୋଖରୀ ବନ୍ଧ ଗାଁ ଫେରୁଥିବା ବେଳେ ଲୁଟ୍ ର ଶିକାର ହୋଇଥିଲେ। ବିଶ୍ବନାଥପୁର ପୋଲିସ ଅଭିଯୁକ୍ତଙ୍କ ଠାରୁ ୩୦ ହଜାର ଜବତ କରିଛି । ସ୍ଥାନୀୟ ଅଂଚଳର ମାଷ୍ଟର ମାଇଣ୍ଡ ସୌମ୍ୟରଞ୍ଜନ ଦାସଙ୍କ ସହ ଅନ୍ୟ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍