November 22, 2024

Satya News

odia news channel

AT ଚିଟଫଣ୍ଡ ଠକେଇ ମାମଲା, ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ୍

 

ଭୁବନେଶ୍ୱର ୨୭/୧୦: AT Group ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ । ED ପକ୍ଷରୁ ଦାଏର ମାମଲାରେ ୨ ଲକ୍ଷ ଟଙ୍କା ଓ ୨ ଜଣ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ । ତଦନ୍ତରେ ସାହାଯ୍ୟ କରିବାକୁ ସର୍ତ୍ତ ରଖିଲେ ହାଇକୋର୍ଟ । ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିଲେ ଜ୍ୟୋତି ।

Spread the love