October 23, 2025

ସେପ୍ଟେମ୍ବରରେ ଆସିପାରେ କରୋନାର ତୃତୀୟ ଲହର-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

 

ଭୁବନେଶ୍ୱର:  ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ତୃତୀୟ ଲହର ଆସିପାରେ। ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଛୁଆଙ୍କ ଚିକିତ୍ସା ଅନ୍ୟ ରୋଗୀଙ୍କ ଠାରୁ ଭିନ୍ନ ଥିବାରୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

କରୋନା ମହାମାରୀର ୨ୟ ଲହର ପ୍ରଭାବ ଓଡ଼ିଶା ସମେତ ସମଗ୍ର ଦେଶରୁ ଧୀରେ ଧରେ କମିବାରେ ଲାଗିଛି । ତେବେ ତୃତୀୟ ଲହର ପାଇଁ ଚିନ୍ତା ମାଡି ଆସିଲାଣି। ଏଥିନେଇ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଫୋକସ କରିଛନ୍ତି।

Spread the love