July 12, 2025

ଗଛ ଲଗାଇଲେ ମୁଖ୍ୟମନ୍ତ୍ରୀ

 

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃକ୍ଷରୋପଣ କରିଛନ୍ତି। ଗଛ ଲଗାଇବା ଏକ ଉତ୍ସାହଜନକ ଅନୁଭବ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ ଜଣାଇଛନ୍ତି। ସେ ଟ୍ୱିଟ ଯୋଗେ ଲେଖିଛନ୍ତି, ଏହି ଗଛଟି ବଡ ହେଲେ ଏଥିରେ ଚଢେଇ ବସା କରିବେ। ଚଢେଇଙ୍କ ବିଭିନ୍ନ ଶବ୍ଦ ଶୁଣିବାକୁ ମିଳିବ। ଗଛର ଫୁଲଫଳ ଛାଇକୁ ସଭିଏଁ ଉପଭୋଗ କରିବେ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦପି ଗରିୟସୀ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ କହିଛନ୍ତି।

 

Spread the love