September 19, 2024

Satya News

odia news channel

ପ୍ରଥମ ଥର ପାଇଁ ମାଓ ଇଲାକାରେ ନୂଆ ଡିଜିପି

କିଛି ଦିନ ତଳେ ଓଡିଶା -ଛତିଶଗଡ ସୀମାନ୍ତ ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ସଫଳତା ପାଇଁ ପୋଲିସ ଡିଜି ଅଭିନନ୍ଦନ ଜଣାଇଥିଲେ । ଏହାପରେ କଳାହାଣ୍ଡି ଗସ୍ତ କରି ପୋଲିସ ଡିଜି ସୁନୀଲ ବଂଶଲ ଏସପି କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ସେଠାରେ ମାଓ ସମୀକ୍ଷା ସହ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା କରିଥିଲେ । ପୋଲିସ ଡିଜିଙ୍କ ସମେତ ଆଇଜି ଅମିତାଭ ଠାକୁର, ଡ଼ାଇରେକ୍ଟର ଇଣ୍ଟିଲେଯେନ୍ସ ଲଳିତ ଦାସ, ଡ଼ିଆଇଜି SIW  ଅନିରୁଦ୍ଧ ସିଂ, କଳାହାଣ୍ଡି ଏସପି ଶ୍ରବଣ ବିବେକ ଉପସ୍ଥିତ ଥିଲେ ।

 

 

Spread the love