January 23, 2026

ତିର୍ତ୍ତୋଲ ଉପନିର୍ବାଚନ: ନିଜ ଗଡରେ ସମ୍ମାନ ରଖି ପାରିଲାନି କଂଗ୍ରେସ

ତିର୍ତ୍ତୋଲ:ତିର୍ତ୍ତୋଲ ଉପନିର୍ବାଚନ ଫଳଫଳ ଆସ୍ତେ ଆସ୍ତେ ସାମ୍ନାକୁ ଆସୁଛି। ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ହିଁ ଦେଖିବାକୁ ମିଳୁଛି। ଏଠାରେ ବିଜେଡି ଆଗରେ ଥିବା ଜଣାପଡିଛି। ତିର୍ତ୍ତୋଲରେ ୬ଷ୍ଠ ରାଉଣ୍ଡ ଗଣତି ଶେଷ ହୋଇଗଲାଣି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁରେ ରହିଛି।  ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାଶ  ବିଜେପି ଠାରୁ ଆଗରେ ରହିଛି  ।

ଅନ୍ୟପକ୍ଷେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ନିଜ ଗଡରେ ନିଜେ ନିଖୋଜ ହୋଇଯାଇଛି କଂଗ୍ରେସ। ଦଳ ଜିତିବା ଆଶା ରଖି ନ ଥିଲା, କିନ୍ତୁ ସମ୍ମାନ ରକ୍ଷା ପାଇଁ ଚେଷ୍ଟା କରୁଥିଲା, ଯେଉଁଥିରେ ଦଳ ବିଫଳ ହୋଇଛି। ଏଠାରେ ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସକୁ  ୩, ୯୯୯ ଭୋଟ ମିଳିଛି।

Spread the love