May 22, 2026

ଟିକା ନେବାକୁ ରୋକଠୋକ୍ ମନା କରିଦେଲେ ଲୋକେ

 

ବ୍ରହ୍ମପୁର: ଟିକା ନେବାକୁ ରୋକଠୋକ୍ ମନା କରିଦେଲେ ଲୋକେ। ଟିକା ନେଲେ ଲୋକେ ମରିଯାଉଛନ୍ତି ବୋଲି ଗୁଜବ ଶୁଣିବା ପରେ ଏବେ ଏଇ ଅବସ୍ଥା। କେତେ ସଚେତନ କଲେ ବି ଟିକା ନେବାକୁ ମଙ୍ଗୁନାହାନ୍ତି ଗ୍ରାମାଞ୍ଚଳ ଲୋକେ। ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ବଦାଙ୍ଗି ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଘରକୁ ଘର ବୁଲି ଅଙ୍ଗନାବାଡ଼ି ଦିଦି, ଏଏନ୍ଏମଙ୍କ ସହ ସ୍ୱାସ୍ଥ୍ୟ କର୍ମୀ ଟିକା ନେବା ଲାଗି ଲୋକଙ୍କୁ ବୁଝାଉଥିବା ବେଳେ ଲୋକେ ଟିକା ନେବା ଲାଗି ସିଧା ମନାକରୁଛନ୍ତି।

Spread the love