July 12, 2025

ଦିବ୍ୟାଙ୍ଗ ଯୁବତୀଙ୍କଠୁ ୩୦ହଜାର ଟଙ୍କା ଲୁଟ୍ ମାମଲା : ବନ୍ଧାହେଲେ ୧୩ ଅଭିଯୁକ୍ତ

 

କଳାହାଣ୍ଡି ୨୯।୯: କଳାହାଣ୍ଡି ଢେପଗୁଡା ଘାଟିରେ ଦିବ୍ୟାଙ୍ଗ ଯୁବତୀଙ୍କଠୁ ୩୦ ହଜାର ଟଙ୍କା ଲୁଟ୍ ମାମଲାରେ ୧୩ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଗତ ୨୦ତାରିଖରେ ଯୁବତୀ ନିଜ ସମ୍ପର୍କୀୟଙ୍କ ସହ ବାଇକରେ ପୋଖରୀ ବନ୍ଧ ଗାଁ ଫେରୁଥିବା ବେଳେ ଲୁଟ୍ ର ଶିକାର ହୋଇଥିଲେ। ବିଶ୍ବନାଥପୁର ପୋଲିସ ଅଭିଯୁକ୍ତଙ୍କ ଠାରୁ ୩୦ ହଜାର ଜବତ କରିଛି । ସ୍ଥାନୀୟ ଅଂଚଳର ମାଷ୍ଟର ମାଇଣ୍ଡ ସୌମ୍ୟରଞ୍ଜନ ଦାସଙ୍କ ସହ ଅନ୍ୟ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Spread the love