July 13, 2025

ସୁନା ଦର ବଢିଲା, ରୂପା ବି ହେଲା ମହଙ୍ଗା

 

ନୂଆଦିଲ୍ଲୀ: ମହଙ୍ଗା ହେଲା ସୁନା ଦର। ସପ୍ତାହ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ସୁନା ଦର ୧୦ ଗ୍ରାମକୁ ୪୪୧ ଟଙ୍କା ବୃଦ୍ଧି ପାଇ ୪୮,୫୩୦ରେ ପହଞ୍ଚିଛି। ପୂର୍ବ ଟ୍ରେଡ୍‌ରେ ୪୮,୦୮୯ରେ ସୁନା ଦର ବନ୍ଦ ରହିଥିଲା।

Spread the love