
ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ରେଳପଥ ଅନ୍ତର୍ଗତ ହୁଵାଲୀ-ମାଡଗାଓଁ ରେଳ ସେକ୍ସନର ସାନଭର୍ଦ୍ଦମ୍ ଚୁଚ୍-ଚାନ୍ଦର-ମାଡଗାଓଁ ରେଳ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ହାଓଡ଼ା- ଭାସ୍କୋ ଡା ଗାମା-ହାଓଡ଼ା ଅମରାବତୀ ସ୍ବତନ୍ତ୍ର ଟ୍ରେନ୍(୦୮୦୪୭/୦୮୦୪୮) ଉଭୟ ପାର୍ଶ୍ୱରୁ ୪ଦିନ ପାଇଁ ହାଓଡ଼ା-ହୁଵାଲୀ ମଧ୍ୟରେ ଚଳାଚଳ କରିବ। ହୁଵାଲୀ ଓ ଭାସ୍କୋ-ଡା-ଗାମା ମଧ୍ୟରେ ବାତିଲ ରହିବ। ହାଓଡ଼ାରୁ ଅକ୍ଟୋବର ୨, ୪, ୫ ଓ ୭ରେ ଛାଡ଼ିବାକୁ ଥିବା ଅମରାବତୀ ସ୍ପେସାଲ୍(୦୮୦୪୭) ହୁଵାଲୀ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ବେଳେ ଭାସ୍କୋ-ଡା-ଗାମାରୁ ଅକ୍ଟୋବର ୫, ୭, ୮ ଓ ୧୦ରେ ଛାଡ଼ିବାକୁ ଥିବା ଅମରାବତୀ ସ୍ବତନ୍ତ୍ର(୦୮୦୪୮) ହୁଵାଲୀରୁ ଯାତ୍ରା ଆରମ୍ଭ କରିବ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍